ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଦଶପଲ୍ଲାରେ ଶ୍ରୀ ଜଗନ୍ନାଥ ଙ୍କ ଅର୍ପଣ ରଥ ପରିଭ୍ରମଣ ଶୁଭାରମ୍ଭ ! ଶ୍ରୀ ଜଗନ୍ନାଥ ଙ୍କର ଅର୍ପଣ ରଥ ବିଜ୍ଞାପିତ ଅଞ୍ଚଳ ପରିଷଦ, ଦଶପଲ୍ଲା ଅନ୍ତର୍ଗତ ୧୪,୧୫,୧୬ନଂ ୱାର୍ଡରୁ ସମସ୍ତ ୱାର୍ଡବାସୀ ଓ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ! ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ !
ଦଶପଲ୍ଲାରେ ଶ୍ରୀ ଜଗନ୍ନାଥ ଙ୍କ ଅର୍ପଣ ରଥ ପରିଭ୍ରମଣ !!!

