ଜନକଲ୍ଯାଣ ସେବାଟ୍ରଷ୍ଟର ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଛରା ଭୁଇଁଆଣୀ ମନ୍ଦିର ପରିସରରେ ଜନକଲ୍ଯାଣ ସେବାଟ୍ରଷ୍ଟର ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ! ଟ୍ରଷ୍ଟର ଅଧ୍ଯକ୍ଷ ନବୀନ କୁମାର ମହାପାତ୍ର ଙ୍କ ଅଧ୍ଯକ୍ଷତାରେ ପାଣ୍ଡବ ଜେନା ଫାଉଣ୍ଡେସନ ଅଧ୍ଯକ୍ଷ ସନ୍ତୋଷ ଜେନା, ଯୁବ ସମାଜସେବୀ ବାବୁ ହୋତା, ସାଂସଦ ପ୍ରତିନିଧୀ ସତୀଶ୍ ସର୍ମା ,ବରିଷ୍ଠ ନାଗରିକ କ୍ଷେତ୍ରବାସୀ ସାହୁ ଆତିଥ୍ଯ ଗ୍ରହଣ କରିଥିଲେ | ସମାଜସେବୀ ବାସୁଦେବ ବେହେରା, ଯୁବ ସମାଜସେବୀ ଶୁରେସ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କାର୍ଯ୍ଯକ୍ରମକୁ ଜିତେନ୍ଦ୍ର ନାୟକ, ହରପ୍ରସାଦ ରଥ ପରିଚାଳନା କରିଥିଲେ ଏବଂ ବେଣୁଧର ବରାଳ ଧନ୍ଯବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *