ବାଙ୍କୀ ରୁ କଂଗ୍ରେସ ପ୍ରାର୍ଥୀ ହେଲେ ଦେବାଶିଷ ପଟ୍ଟନାୟକ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରୁ କଂଗ୍ରେସ ପ୍ରାର୍ଥୀ ହେଲେ ଦେବାଶିଷ ପଟ୍ଟନାୟକ ! ବହୁତ ଦିନ ଧରି ଚାଲିଥିଲା ଅଙ୍କ କଷା , ହେଲେ କିଛି କୁଆଡୁ ଛିଣ୍ଡିଲାନି ! ଶେଷରେ ସେଇ ଦଳ ଆଉ ସେଇ ଚିହ୍ନରେ ପ୍ରାର୍ଥୀ ହେଲେ ବାଙ୍କୀ ର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ! ଦଳ ପକ୍ଷରୁ ଟିକେଟ ଘୋଷଣା ହେବା ପରେ , ଲୋକେ କହିଲେଣି – ପୁଣି ବାଙ୍କୀ , ପୁଣି କଂଗ୍ରେସ ଆଉ ପୁଣି ଥରେ . . . ! ବାଙ୍କୀ ର ରାଜନୈତିକ ସ୍ଥିତି ସମସ୍ତଙ୍କୁ ଜଣା , ଆଶା ଶୂନ୍ୟସ୍ଥାନ ଆପଣ ପୂରଣ କରି ପଢିବେ !

Leave a Reply

Your email address will not be published. Required fields are marked *