ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦରେ କାର୍ଯ୍ୟରତ କର୍ମଚାରୀଙ୍କ ଦୀର୍ଘ ବର୍ଷ ହେବା ବଦଳି ହୋଇ ନଥିବା ଦେଖିବାକୁ ମିଳିଛି । ସରକାରଙ୍କ ନିୟମ 3ବର୍ଷ ପରେ କର୍ମଚାରୀ ବଦଳି ହେବା କଥା , କିନ୍ତୁ କିଛି କର୍ମଚାରୀ 10ବର୍ଷ ହେଲାଣି ବଦଳି ନହେବା ସହରବାସିଙ୍କୁ ଚକିତ କରିଛି । ରାଜ୍ୟ ସରକାର ସ୍ୱଚ୍ଛତା ଓ ମୋ ସରକାର କହୁଥିବା ବେଳେ 10 ବର୍ଷ ପର୍ଯ୍ୟନ୍ତ କର୍ମଚାରୀ ଗୋଟିଏ ସ୍ଥାନରେ ରହିବା ସ୍ୱଚ୍ଛତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ? ତିନି ବର୍ଷ ରୁ ଉର୍ଦ୍ଧ୍ବ ସମୟ କାର୍ଯ୍ୟରତ କର୍ମଚାରୀଙ୍କ ତୁରନ୍ତ ବଦଳି କରିବାକୁ ସାଧାରଣରେ ଦାବୀ ହେଉଛି ?
ପାରଳାଖେମୁଣ୍ଡି ପୌର ପରିଷଦ କର୍ମଚାରୀ ଙ୍କ ବଦଳି ହେବ କେବେ ???

