ବାଙ୍କୀ ରେ ନିର୍ବାଚନୀ ହିଂସା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଏନଏସି ଅନ୍ତର୍ଗତ ବେଦପୁର ଗରମରେ ବିଜେଡି କଂଗ୍ରେସ ଉଭୟ ଗୋଷ୍ଠୀ ହଣା ମରା ! ଉଭୟ ପଟୁ 6 ରୁ ଉର୍ଦ୍ଧ ଲୋକ ଆହତ । ଭୋଟ ପୂର୍ବ ଦିନରୁ ଲାଗି ରହିଥିଲା ପାଟିତୁଣ୍ଡ । ନିର୍ବାଚନ ପରେ ବିବାଦ ଉଗ୍ର ରୂପ ଧାରଣା କରିବା ସହ ଘଟିଥିଲା ଗୋଷ୍ଠୀ ସଂଘର୍ଷ ! ଗାଁ ରେ ଉତେଜନା ଲାଗି ରହିଥିବା ବେଳେ ରାସ୍ତା ରୋକ କଲେ ଗାଁ ର ମହିଳା । ଘଟଣା ସ୍ଥଳରେ ପୋଲିସ ମୁତୟନ ପରେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ !

Leave a Reply

Your email address will not be published. Required fields are marked *