ବିଶ୍ଵ ରକ୍ତଦାତା ଦିବସ ପାଳିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ଏବଂ ମିଶନ ରକ୍ତଦାନ ମିଳିତ ଆନୁକୁଲ୍ୟରେ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ବିଶ୍ଵ ରକ୍ତଦାତା ଦିବସ ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରକ୍ତଦାତା ମହାସଂଘ ଏବଂ ବନ୍ଦେ ମାତରଂ ଅନୁଷ୍ଠାନ ର ସଦସ୍ୟ ପ୍ରହଲ୍ଲାଦ ନାୟକ, ଅକ୍ଷୟ ରାଉତ, ମଧୁସୂଦନ ଦାସ, ନାରାୟଣ ବେହେରା, ବିଭୂତି ଭୂଷଣ ସାହୁ, କିଶୋର ସାହୁ, ଚନ୍ଦ୍ରକାନ୍ତ ଭୋଇ,ପୂଜା ଡାକୁଆ, ଅରୂପା ଗୌଡ଼, ହର ପ୍ରସାଦ ମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ,ଶିବିରରୁ ୩୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା !

Leave a Reply

Your email address will not be published. Required fields are marked *