କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ବୟାଳିଶମୌଜା କୂଳକଳପଡା ଶ୍ରୀ ଶ୍ରୀ ଜଗନ୍ନାଥଜିୟୁ ମହାପ୍ରଭୁ ସେବା ଟ୍ରଷ୍ଟ ପକ୍ଷରୁ ରଥଯାତ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅମିତ୍ ମହାପାତ୍ର, ପଙ୍କଜ ମହାପାତ୍ର, ପ୍ରତ୍ୟୁଷ ମହାପାତ୍ର, ସରୋଜ ମହାପାତ୍ର, ତ୍ରିଲୋଚନ ମହାପାତ୍ର, ଜ୍ୟୋତିରଂଜନ ମହାପାତ୍ର , ଅନ୍ୟାୟ ମହାପାତ୍ର, ବିଶ୍ବରଂଜନ ମହାପାତ୍ର, ତାପସ ମହାପାତ୍ର, ସମରର୍ଜିତ୍ ମହାପାତ୍ର, ରାକେଶ ପରିଡ଼ା, ରାଜେଶ ପରିଡ଼ା, ଜିତୁ ପରିଡ଼ା, ସୋମ, ସତ୍ୟମ୍, ଗୁଡୁଲୁ, ସିବମ, ଆକାଶ, ବାଟୁଆ, କୁକୁଲୁ, ପିକୁଲୁ, ସୁମନ ପ୍ରମୁଖ ଶ୍ରଦ୍ଧାଳୁ ଉପସ୍ଥିତ ରହି ରଥା ଟଣା କାର୍ଯ୍ୟ ପରିଚାଳନା କରିଥିଲେ ।
ଶ୍ରୀ ଶ୍ରୀ ଜଗନ୍ନାଥ ଜିୟୁ ମହାପ୍ରଭୁ ସେବା ଟ୍ରଷ୍ଟ ପକ୍ଷରୁ କୂଳକଳପଡାରେ ରଥଯାତ୍ରା !!!

