ଗୌରି ଗ୍ରାମରେ ନୂତନ ଶିବ ମନ୍ଦିରର ଭୂମିପୂଜା ଓ ମାସିକ ଭତ୍ତା ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ଗୌରି ଗ୍ରାମରେ ନୂତନ ଶିବ ମନ୍ଦିରର ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗଦେଲେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ! ପରେ ବ୍ଲକ ପରିସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ , ବ୍ଲକ ଅଧ୍ୟକ୍ଷା ବାଲା ସାଇଅମା , ଉପାଧ୍ୟକ୍ଷା ଏସ.କଲ୍ୟାଣୀ ଓ ସରପଞ୍ଚ , ସମିତି ସଭ୍ୟଙ୍କ ଉପସ୍ଥିତିରେ ନୂତନ ସି.ଡି.ପି.ଓ କାର୍ଯ୍ୟାଳୟର ଉଦଘାଟନ ଏବଂ ଶେଷରେ ବୁଦୁରା ପଞ୍ଚାୟତ କାର୍ଯ୍ୟାଳୟରେ ବୃଦ୍ଧା ଓ ବୃଦ୍ଧ ମାନଙ୍କୁ ମାସିକ ଭତ୍ତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *