ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳ ଙ୍କ ଜରୀଆରେ ଭଏସ ଅଫ ମିଡିଆ ର ଦାବି ପତ୍ର ପ୍ରଦାନ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳ ଙ୍କ ଜରୀଆରେ ଭଏସ ଅଫ ମିଡିଆ ର ଦାବି ପତ୍ର ପ୍ରଦାନ ! ଭଏସ ଅଫ ମିଡ଼ିଆ ବରଗଡ ଜିଲ୍ଲା ଶାଖା ତରଫରୁ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସଭାପତି ଆଶୁତୋଷ ରଥ ଙ୍କ ନେତୃତ୍ୱ ରେ , ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଙ୍କ ଜରିଆରେ ସାମ୍ୱାଦିକ ସୁରକ୍ଷା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକ ଙ୍କ ସମସ୍ୟା ଏବଂ ସୁରକ୍ଷା ପାଇଁ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି l ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ , ଅନ୍ୟାନ୍ୟ ରାଜ୍ୟ ପରି ଓଡିଶାରେ ମଧ୍ୟ ବୟସ୍କ ସାମ୍ବାଦିକଙ୍କୁ ପେନ୍‌ସନ୍ ପ୍ରଦାନ ପାଇଁ ଦୃଢ ଦାବୀ କରିଛି ସଂଘ ।

 

Leave a Reply

Your email address will not be published. Required fields are marked *