ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କମନ ସର୍ଭିସ ସେଣ୍ଟର ଓ ମୋ ସେବା କେନ୍ଦ୍ର କର୍ମଚାରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମୋ ସେବା କେନ୍ଦ୍ର ଓ କମନ ସର୍ଭିସ ସେଣ୍ଟର ର କର୍ମଚାରୀ ମାନେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇ ଜିଲ୍ଲାପାଳଙ୍କୁ ତିନି ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସର୍ଭର୍ ଇସ୍ୟୁ , ପ୍ରିଣ୍ଟିଙ୍ଗ ପ୍ରାଇସ ରେଟ, ଫର୍ମ ପ୍ରୋସେସିଙ୍ଗ ଫି ପ୍ରଭୃତି ସ୍ମାରକପତ୍ରରେ ଉଲ୍ଲେଖ ରହିଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *