ମୁଁ ଝିଅଟିଏ, ନୂତନ ସୃଜନର ଆଧାର – ବାଲ ମୁକୁନ୍ଦ କେନ୍ଦ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅନ୍ତଃରାଷ୍ଟ୍ରୀୟ କନ୍ୟା ଦିବସ ଅବସରରେ ବାଲ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନ କରିଥିବା ଗୁମ୍ମା ବ୍ଲକ, ଯୋଗିପଡୁ ଗ୍ରାମର ପ୍ରାଥମିକ ବାଲ ସଂସ୍କାର କେନ୍ଦ୍ର ଠାରେ ‘ମୁଁ ଝିଅଟି ‘ କାର୍ଯକ୍ରମ ଭେଙ୍କଟରାଓ ଶବର ଦ୍ଵାରା ପରିଚାଳିତ ହୋଇଥିଲା । ସେଠାରୁ ଜୀବା ଗ୍ରାମରେ ନିଲାପୁ ହରିଶ୍ ଦ୍ଵାରା ‘କନ୍ୟା ପୂଜନ’ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହଯୋଗ କରିବା ସହ ବାଲ ରାଧା ରାଣୀଙ୍କ ସ୍ମୃତିଚାରଣ କରି କନ୍ୟା ପୂଜନ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ।

Leave a Reply

Your email address will not be published. Required fields are marked *