Home2024October6ବର୍ଷା ପବନରେ ଭାଙ୍ଗିଲା ଦୁର୍ଗା ପୂଜା ତୋରଣ !!! ବର୍ଷା ପବନରେ ଭାଙ୍ଗିଲା ଦୁର୍ଗା ପୂଜା ତୋରଣ !!! October 6, 2024October 6, 2024byAwaj Media Spread the loveଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବର୍ଷା ପବନରେ ଭାଙ୍ଗିଲା ଦୁର୍ଗା ପୂଜା ତୋରଣ ! ରାଜଧାନୀ ରସୁଲଗଡ ରେ ହୋଇଥିବା ତିରିଶ ଫୁଟ ଉଚ୍ଚ ର ଲାଇଟ ତୋରଣ ଆଜି ଅପରାହ୍ନରେ ହୋଇଥିବା ବର୍ଷା ପବନରେ ଭାଙ୍ଗି ଯାଇଛି !
ସୁକିନ୍ଦା ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରୁ ବିଭିନ୍ନ ସାମଗ୍ରୀ ଚୋରୀ : ଥାନାରେ ଅଭିଯୋଗ !!! Spread the loveSpread the loveଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରୁ ବିଭିନ୍ନ…
ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ! Spread the loveSpread the loveକେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ପ୍ରଥମ ଥର ପାଇଁ ଭିନ୍ନ ପ୍ରଚେଷ୍ଟା କରିଛି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ…
ଡାକ୍ତରଖାନାରେ କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ପାଇଁ ଦାବୀ ଜଣାଇଲେ ଚିନ୍ମୟୀ !!! Spread the loveSpread the loveଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଡାକ୍ତରଖାନାରେ ମେଲ ୱାର୍ଡ, ଫିମେଲ ୱାର୍ଡ ଥାଏ , କିନ୍ତୁ କିନ୍ନରଙ୍କ…