ବଜରଙ୍ଗ ଦଳ ର ଚାଳିଶ ତମ ପ୍ରତିଷ୍ଠା ଦିବସ ପାଳନ !!!

0
147
Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବଜରଙ୍ଗ ଦଳ ପଦ୍ମପୁର ଜିଲ୍ଲା ପାଇକମାଳ ପ୍ରଖଣ୍ଡ ରେ ବଜରଙ୍ଗଦଳ ର ୪୦ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ! ବିଗତ ଦିନରେ ବଜରଙ୍ଗ ଦଳ ର କାର୍ଯ୍ୟ ର ସମୀକ୍ଷା ତଥା ଆସନ୍ତା ହୃତାତ୍ମା ଦିବସ ରେ ରକ୍ତଦାନ ଶିବିର, ଆଗାମୀ ଦିନରେ ବଜରଙ୍ଗ ଦଳ ର ବିଭିନ୍ନ ଯୋଜନା ଏବଂ ବିଜୟା ଦଶମୀ ରେ ଶସ୍ତ୍ର ପୂଜା ବିଧିବଦ୍ଧ ଭାବେ ପାଳନ କରାଯିବାର ଯୋଜନା ହୋଇଛି l ପ୍ରତିଷ୍ଠା ଦିବସ ରେ ମାଣ୍ଡୋଶିଲ,କେଛୋଦାଦର, କେନାବୁଦା,ମୁଢେଲା ଖଣ୍ଡ ର ଭାଇ ମାନେ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here