ପାଇକମାଳ ବ୍ଲକ ରଶମୁଣ୍ଡା ଗ୍ରାମ ରେ ମା ଲଷ୍ମୀ ରାଇସ ମିଲ ଆନୁକୂଲ୍ୟରେ ଛପନ ପ୍ରହରୀ ନାମଯଜ୍ଞ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଛପନ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ! ବରଗଡ ଜିଲ୍ଲା ପାଇକମାଳ ବ୍ଲକ ରଶମୁଣ୍ଡା ଗ୍ରାମ ରେ ମା ଲଷ୍ମୀ ରାଇସ ମିଲ ଆନୁକୂଲ୍ୟରେ ଛପନ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ଆଖ ପାଖ ର 24 ଟି ମହିଳା ଏବଂ ପୁରୁଷ କୀର୍ତନ ଦଳ ଯୋଗ ଦେଇଥିଲେ ! ସାତ ଦିନ ଧରି ଏହି ନାମ ସଂକୀର୍ତନ ଚାଲିବ ! ପ୍ରତ୍ୟେକ ଦିନ ଅନ୍ନ ପ୍ରାସାଦର ବ୍ୟବସ୍ଥା ଅଛି ! ଭୀଷ୍ମଦେବ ସାହୁ, ଉମାକାନ୍ତ ଶତପଥି, ରଶ୍ମି ବରିହା, ରାଧାକୃଷ୍ଣ ବରିହା, ବୁଠାବାନ ସାହୁ ପ୍ରମୂଖ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମ ରେ ସହଯୋଗ କରିଛନ୍ତି !

Leave a Reply

Your email address will not be published. Required fields are marked *