ଆମ ରିପୋଟରଜିଲ୍ଲାନୟାଗଡ

ମହାମହିମ ରାଷ୍ଟ୍ରପତିଙ୍କର ନୀଳମାଧବ ଦର୍ଶନ ଓ ବିଶ୍ୱାବସୁଙ୍କ ପ୍ରତିଷ୍ଠାନ ଦିବସରେ ଯୋଗଦାନ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ଭାରତର ମହାମହୀମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦିନିକିଆ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ…

ଆମ ରିପୋଟରଜିଲ୍ଲାଯାଜପୁର

୨୬୨ ତମ ସପ୍ତାହରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆର୍ଥିକ ଅଭାବ ଅନାଟନ ଭିତରେ ରହି ବଞ୍ଚୁଥିବା ଗରିବ, ଅସହାୟ, ଵୁଭୁକ୍ଷୁ, ଦିବ୍ୟାଙ୍ଗ, ବେସାହାରା…

ଆମ ରିପୋଟରଜିଲ୍ଲାବରଗଡ଼

ଡୁଙ୍ଗୁରିପାଲି ଗ୍ରାମରେ ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ !!!

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ଚାଲିଥିବା…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ବ୍ରାହ୍ମଣୀ ସାହିତ୍ୟ ଓ ସଂସ୍କୃତି ମଞ୍ଚ ମେରାମଣ୍ଡଳୀ ପକ୍ଷରୁ ସାହିତ୍ୟ ଓ ସଂସ୍କୃତିର ମହାକୁଂଭ ୨୦୨୫ ଅନୁଷ୍ଠିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଢେ଼ଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଅନ୍ତର୍ଗତ ବ୍ରାହ୍ମଣୀ ପବ୍ଲିକ ସ୍କୁଲ ଖଡ଼ଗପ୍ରସାଦ ଠାରେ ମାର୍ଚ୍ଚ ୨୩…

ଆମ ରିପୋଟରକଟକଜିଲ୍ଲା

କୈବର୍ତ୍ତ ସମାଜ ପାଇଁ ଦେବୀପ୍ରସାଦ ମିଶ୍ର ସାହା ଭରସା !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ଗୋପୀନାଥପୁର ବଜାର ପାର୍ଶ୍ୱରେ ଉଦଘାଟନ ହେଲା ମାଛ ମାର୍କେଟ ଗୃହ । ଦୀର୍ଘ…

ଆମ ରିପୋଟରକଟକଜିଲ୍ଲା

ମା’ ଅମ୍ବିକେଶ୍ୱରୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବାରଦା ଉପକଣ୍ଠ ମା’ ଅମ୍ବିକେଶ୍ୱରୀଙ୍କ ପ୍ରାଙ୍ଗଣରେ ପଖାଳ ଦିବସ ଅବସରରେ…

ଆମ ରିପୋଟରଗଜପତିଜିଲ୍ଲା

ବିଶ୍ଵ ବନ ଦିବସରେ ନାଟକ “ଜଙ୍ଗଲ ଜଳୁଛି” ପରିବେଷିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶ୍ଵ ବନ ଦିବସ ଉପଲକ୍ଷେ ପାରଳାଖେମୁଣ୍ଡି ବନଖଣ୍ଡ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ,…

ଆମ ରିପୋଟରଗଜପତିଜିଲ୍ଲା

ମୃଦୁ ପାନୀୟ ଯୁଗରେ ତଥାପି ରହିଛି ପଇଡ ଚାହିଦା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦିନକୁ ଦିନ ଖରାର ପ୍ରଭାବ ବଢି ଚାଲିଛି।ଖରା ଯେତେ ବୃଦ୍ଧି ପାଉଛି।ରାସ୍ତା କଡରେ ଥିବା…

ଆମ ରିପୋଟରକଟକଜିଲ୍ଲା

ଆରାଧ୍ୟା କଲ୍ଚରାଲ ଏକାଡେମୀ ପକ୍ଷରୁ ସଂଗୀତ, ନୃତ୍ୟ, ବାଦ୍ୟ ଓ ଚିତ୍ରକଳା ଶିକ୍ଷାଦାନ ଆରମ୍ଭ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଥାନା ଫୁଲନଖରା ଉପକଣ୍ଠ ବ୍ରାହ୍ମଣଝରିଲୋ ସ୍ଥିତ ନୃତ୍ୟ,ସଂଗୀତ,ବାଦ୍ୟ ଓ ଚିତ୍ରକଳା…