ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ପୌର ପରିଷଦର କର୍ମଚାରୀ ଙ୍କ ବଦଳି ଦୀର୍ଘ ବର୍ଷ ହେଲା ହେଉନଥିବା ଦେଖିବାକୁ ମିଳିଛି । ସରକାର ଙ୍କ ନିୟମ ଅନୁସାରେ ତିନି ବର୍ଷ ହେଲେ ବଦଳି ହେବା କଥା କିନ୍ତୁ ତିନି ବର୍ଷ ରୁ ଉର୍ଦ୍ଧ ହେବ କର୍ମଚାରୀ ବଦଳି ହଉ ନଥିବ ଦେଖିବାକୁ ମିଳିଛି । ଏଠାରେ ସରକାରଙ୍କ ନିୟମ ପାଳନ ହେଉ ନାହିଁ । ଏଠାରେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲୋକାଲ ଲୋକ ଏଠାରେ ଦିର୍ଘ ଦିନ ହେଲା କାମ କରୁଛନ୍ତି । ପୌର ପରିଷଦର ବିକାଶ ହେବାକୁ ହେଲେ ପ୍ରଥମେ ଦୀର୍ଘ ଦିନ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ହେବା ଆବଶ୍ୟକ ।
ପୌର ପରିଷଦ ର କର୍ମଚାରୀଙ୍କ ବଦଳି କେବେ ???

