ସତ୍ୟ ସାଇ ବିଦ୍ୟାବିହାର ସ୍କୁଲରେ କମ୍ପୁଟର ଲ୍ୟାବ ଓ ଭୌତିକ ବିଜ୍ଞାନଗାରର ଶୁଭ ଉଦଘାଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସତ୍ୟ ସାଇ ବିଦ୍ୟାବିହାର ସ୍କୁଲରେ କମ୍ପୁଟର ଲ୍ୟାବ ଓ ଭୌତିକ ବିଜ୍ଞାନ ଗାରର ଶୁଭ ଉଦଘାଟନ କଲେ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ l ଏଥିରେ ସ୍କୁଲ କତୃପକ୍ଷ ତରଫରୁ ପୁଷ୍ପ ଗୁଚ୍ଛ ଦ୍ୱାରା ବିଧାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା l ଏହି ଶୁଭ ଉଦଘାଟନରେ ବିଧାୟକ ସହ ଗୋଶାଣୀ ଅଧକ୍ଷ ଏନ. ଭୀର ରାଜୁ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *