ମହାରାଜାଙ୍କ ବିଦ୍ୟାଳୟ ଶିକ୍ଷକଙ୍କ ଦୀର୍ଘ ଦିନ ହେଲା ବଦଳି ହେଉନି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବିଦ୍ୟାଳୟ ରେ ଶିକ୍ଷକ ଙ୍କ ବଦଳି ହୋଇ ନଥିବା ଅଭିଯୋଗ ହେଉଛି । ଏହି ସ୍କୁଲ ଗୋଟିଏ ପୁରାତନ ସ୍କୁଲ ଅଟେ । ଏହି ସ୍କୁଲରେ କାମ ଆରମ୍ଭ କରି ଏହି ଠାରେ ଅବସର ନେଇଥିବା ଅଭିଯୋଗ ହେଉଛି ! ସରକାର ଙ୍କ ନିୟମ ତିନି ବର୍ଷ ହେଲେ ବଦଳି , କିନ୍ତୁ ଏହି ନିୟମ କାର୍ଯ୍ୟକାରି ହେଉନାହିଁ । ନୂତନ ସରକାର ଲୋକଙ୍କ ସରକାର ସ୍ୱଚ୍ଛତ। ଦୃଷ୍ଟି ରୁ କାର୍ଯ୍ୟକାରୀ ହେବା କଥା , କିନ୍ତୁ କାର୍ଯ୍ୟକାରୀ ହେଉନାହିଁ ।

Leave a Reply

Your email address will not be published. Required fields are marked *