ମହିଳା ଙ୍କ ସୁରକ୍ଷା ପାଇଁ ଥିବା ଆଇନ ର ଦୁରୁପଯୋଗ ଅକ୍ଷମଣୀୟ – ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମହିଳା ଙ୍କ ସୁରକ୍ଷା ପାଇଁ ଥିବା ଆଇନ ର ଦୁରୁପଯୋଗ ଅକ୍ଷମଣୀୟ ବୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ! ସମାଜରେ ଦିନ କୁ ଦିନ ମହିଳା ହିଂସା ବଢି ଚାଲିଥିବା ସମୟରେ , ପ୍ରତ୍ୟେହ ଅନେକ ମିଥ୍ୟା ଅଭିଯୋଗ ମଧ୍ୟ ଆସୁଅଛି ! ତେବେ ମହିଳା ଙ୍କ ସୁରକ୍ଷା ପାଇଁ ଥିବା ଆଇନ ର ଦୁରୁପଯୋଗ ଏକ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା !

Leave a Reply

Your email address will not be published. Required fields are marked *