ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାବନ୍ଧ ପଞ୍ଚାୟତର ବେଡାପଡା ର ପିଢ଼ ସାହି ତରଫରୁ ବିଶ୍ଵକର୍ମା ପୂଜା ମହା ଆଡ଼ମ୍ବରରେ ଚାଲୁଅଛି l ଏହା ଆଠ ଦିନ ଧରି ଚାଲିବ ବୋଲି ପୂଜା କମିଟି ତରଫରୁ ଜଣାଇଛନ୍ତି l ପୂଜା କମିଟି ତରଫରୁ ଦିନ ପ୍ରାତଃ ସମୟରେ ସୂର୍ଯ୍ୟପୂଜା ଗୋପୂଜା ଆଦି ରୀତି ନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇ ଥିଲା l ଏହି ପୂଜା ଆଠ ଦିନ ଧରି ଚାଲିବ ବୋଲି ପୂଜା କମିଟି ତରଫରୁ ଜଣା ଯାଇଛି l ଏହି ପୂଜା କାର୍ଯ୍ୟକ୍ରମରେ କର୍ତ୍ତା ଭାବେ କବି ସାମଲ ଓ ସଭ୍ୟ ଭାବେ ପତିତପାବନ ସାମଲ,ଉପେନ୍ଦ୍ର ସାମଲ, ବୁବୁନ ସାମଲ ପ୍ରକାଶ ସାମଲ,ସିଲୁ ସାମଲ , ପୂର୍ଣ୍ଣ ସାମଲ ଓ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l
ମା ଅନ୍ଧାରୀ ପୂଜା କମିଟି ର ବିଶ୍ଵକର୍ମା ପୂଜା !!!

