ସରିଲା ବାଙ୍କୀ ମହୋତ୍ସବ : ପୁଣି ଅପେକ୍ଷା ଆର ବର୍ଷକୁ…. !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ରଙ୍ଗାରଙ୍ଗ ପରିବେଶ ରେ ଉଦଯାପିତ ହୋଇଯାଇଛି ବାଙ୍କୀ ମହୋତ୍ସବ ର ପଚିଶ ତମ ସଂସ୍କରଣ ! ବାଙ୍କୀ ର ଗଣ ପର୍ବ କୁମାର ପୂର୍ଣିମାରେ ଉତ୍ସବ ମୁଖର ହୋଇ ଉଠିଥିଲା ସମଗ୍ର ବାଙ୍କୀ ! କଚେରୀ ପଡିଆରେ ଆୟୋଜିତ ବାଙ୍କୀ ମହୋତ୍ସବ ର ରୌପ୍ୟ ଜୟନ୍ତୀ ସମାରୋହ କୁ ଉଦଘାଟନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ! ପାଞ୍ଚ ଦିନ ଧରି ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସଭା ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ , ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା !

Leave a Reply

Your email address will not be published. Required fields are marked *