ସାମ୍ବାଦିକ ଙ୍କ ମା’ ଙ୍କର ଏକାଦଶ ଦିବସ ରେ ଶ୍ରଦ୍ଧା ସୁମନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗଜପତି ଜିଲ୍ଲା ର କାର୍ଯ୍ୟରତ ସାମ୍ବାଦିକ ବିବେକାନନ୍ଦ ବେହେରା ଙ୍କ ମାତୃ ବିୟୋଗ ପରେ ଏକାଦଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁଅ ଝିଅ ନାତି ନାତୁଣୀ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ସ୍ମୃତି ସଭାରେ ସ୍ୱର୍ଗତା ପରୋପକାରୀ , ମିଷ୍ଟଭାଷୀ ଅମର ଆତ୍ମାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ସହିତ ସମସ୍ତେ ପ୍ରସାଦ ସେବନରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *