କୋରାପୁଟ ରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣୀ ଅନୁଷ୍ଠିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ )- ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣୀ ଅନୁଷ୍ଠିତ l ସ୍ଥାନୀୟ ସଦଦ୍ଭାବନା ଗୃହ ଠାରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣୀ ପ୍ରଥମ ଥର ସକାଳୁଆ ହୋଇଥିଲା ! 40 ରୁ ଉର୍ଦ୍ଧ ଅଭିଯୋଗ ର ଶୁଣାଣୀ ଜିଲ୍ଲାପାଳ କରିବା ସହ ତାର ସମାଧାନ କରିଥିଲେ l କୋରାପୁଟ ସିଡିଓ ବେଣୁଧର ଶବର , ଅତିରିକ୍ତ ଜିଲ୍ଲାପାଳ ତପନ ନାୟକଙ୍କ ସମେତ ଜିଲ୍ଲା ର ସମସ୍ତ ବିଭାଗ ର ବରିଷ୍ଠ ଅଧିକାରୀ ଉକ୍ତ ଶୁଣାଣୀ ରେ ଉପସ୍ଥିତ ଥିଲେ l ସକାଳୁଆ ଏହି କାଯ୍ୟକ୍ରମ ହେଉଥିଲେ ବି କିଛି ଅଫିସର ବିଳମ୍ବ ରେ ଆସୁଥିବାର ଦେଖା ଯାଇଥିଲା ! ସେହିପରି କିଛି ସ୍ୱୟଂ ସହାୟକ ସଂସ୍ଥା କୁ ଆର୍ଥିକ ରାଶି ଜିଲ୍ଲା ପ୍ରଶାସନ ଦେଇଥିଲା l

Leave a Reply

Your email address will not be published. Required fields are marked *