ଆର ଏମ୍ ସି ର ବରିଷ୍ଠ କିରାଣୀ ମନୋଜ ପାଣିଗ୍ରାହୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି RMC କାର୍ଯ୍ୟାଳୟ ର ବରିଷ୍ଠ କିରାଣୀ ମନୋଜ ପାଣିଗ୍ରାହୀ ଅବସର ଗ୍ରହଣ କରିଛନ୍ତି । ବିଭାଗର କର୍ମଚାରୀ ଶ୍ରୀ ପାଣିଗ୍ରାହି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ! ତାଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି । କର୍ମଚାରୀ ମାନେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି । ସେ ଜଣେ ଭଲ କର୍ମଚାରୀ ଥିଲେ , ସମସ୍ତ କାର୍ଯ୍ୟ ସୁଚାରୁ ରୂପେ କରି ପାରିଥିଲେ ! କର୍ମଚାରୀ ମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା , ବିଭାଗ ର କିରାଣୀ ଜଗଦୀଶ ପଣ୍ଡା ତାଙ୍କୁ ଉପଢୌକନ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ ଓ ଅବସର ଜୀବନ ସୁସ୍ଥ ରହୁ ବୋଲି କାମନା କରିଥିଲେ !

Leave a Reply

Your email address will not be published. Required fields are marked *