ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରାଥମିକ ସମବାୟ ସମିତିରେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ମିଳି ନାହିଁ ସାର , ଚଢା ଦରରେ ଚାଷୀ ବାହାରୁ କିଣୁଥିବା ଅଭିଯୋଗ ହେଉଛି !
ସରକାର ଚାଷୀଙ୍କ ସକାଶେ ବିଭିନ୍ନ ସୁବିଧା କରିଛନ୍ତି। ଚଳିତ ବର୍ଷ ପ୍ରାଥମିକ ସମବାୟ ସମିତି ଜରିଆରେ ଚାଷୀ ସାର ପାଇ ପାରିବେ ବୋଲି ସରକାର କହୁଥିବା ବେଳେ ପ୍ରାଥମିକ ସମବାୟ ସମିତି ଦ୍ବାରା ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ସାର ମିଳି ନ ଥିବା ଅଭିଯୋଗ ହେଉଛି।ବାଧ୍ୟ ହୋଇ ଚାଷୀ ବାହାରୁ ଚଢା ଦରରେ ସାର କ୍ରୟ କରୁଥିବା ଅଭିଯୋଗ ହେଉଛି। ବୋଧଠିକ୍ ସମୟରେ ଦିଆ ଯାଉ ନାହିଁ ଚଳିତ ବର୍ଷ ପ୍ରାଥମିକ ସମବାୟ ସମିତି ଜରୀଆରେ ଚାଷୀ ସାର ପାଇ ପାରିବେ ବୋଲି ସରକାର କହୁଥିଲା ବେଳେ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ସାର ମିଳି ନାହିଁ । ଚାଷୀ ବାଧ୍ୟହୋଇ ବାହାରୁ ଚଡ। ଦରରେ କ୍ରୟ କରୁ ଥିବା ଅଭିଯୋଗ ହଉଛି।ଚାଷୀ ତଳି ପକ। ଇ ମସେ ଉପରେ ହେଲାଣି ସାର ଆବଶ୍ୟକ ହୋଇଥିବାରୁ ବାହାରୁ କ୍ରୟ କରୁ ଥିବାର ଅଭିଯୋଗ ହଉଛି। ସରକାର ଚାଷୀଙ୍କ ସକାଶେ ଷାଠିଏ ପ୍ରତିଶତ ପ୍ରାଥମିକ ସମବାୟ ସମିତି କୁ ଯୋଗାଇ ଦିଆଯାଉଥିବା କହୁଛନ୍ତି। ଚାଷୀ ଯେପରି ସାର ର ଅଭାବ ରହିବ ନାହିଁ। ସୁବିଧା ରେ ପାଇ ପାରିବ ତ। ଉପରେ ଗୁରୁତ୍ୱ ଦେଇଛନ୍ତି କିନ୍ତୁ ଚାଷୀ କିପରି ସୁବିଧା ପାଇ ପାରିବ ଦେଖିବାକୁ ବାକି ରହିଲା ଗଲା ବର୍ଷ ପ୍ରାଥମିକ ସମବାୟ ସମିତିର ସାର ଅନ୍ଦ୍ରକୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ବିଭିନ୍ନ ଭିଡିଓ ସାର ରାତିରେ କିପରି ଯାଉ ଥିବାର ଭିଡିଓ ଦେଖିବାକୁ ମିଳିଥିଲା ଗତ ବର୍ଷ ଭଳି ଯେପରି ପୁନାର୍ବତି ନ ହୁଏ ବୋଲି ମତ ପ୍ରକାଶ ପାଉ ଛି। ଆଧାର କାର୍ଡ ଦେଖାଇ ସାର ନେ ଇ ଗଲେ । ସେମାନେ ବ। ହରେ ଚଡ। ଦରରେ ବିକ୍ରି କରିଲେ । ଫଳ ରେ ସାର ର ଅଭାବ ଦେଖଗଲ। ଏଥି ପ୍ରତି ଜିଲ୍ଲା ପ୍ର ସ । ସନ୍ ଦୃଷ୍ଟି ଦେଲେ ଚାଷୀ ସାର ପାଇ ପାରିବ କଳା ବଜରି ହୋଇ ପାରିବ ନାହିଁ। ପ୍ରକାଶ ଥାଉ କି ପ୍ରଥମିକ ସମବାୟ ସମିତି ରେ ଯିଏ ଚାଷ ସକାଶେ ଋଣ କରିଥିବେ ସେହି ଚାଷୀ ପାଇ ପାରିବେ କିନ୍ତୁ ଆଧାର କାର୍ଡ ଦେଖାଇ ମନ୍ ଇଚ୍ଛା ସାର ଦେବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ପ୍ରଶ୍ନ ବା ଚି ସୃଷ୍ଟି କରିଛି।
ପ୍ରାଥମିକ ସମବାୟ ସମିତିରେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ମିଳି ନାହିଁ ସାର !!!

