ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡରେ ବିଳମ୍ବିତ ରାତି ଯାଏଁ ଖୋଲା ରହୁଛି ମଦ ଦୋକାନ ! ନୟାଗଡ଼ ବଜାର ପାର୍କ ଆଗରେ ଥିବା ମଦ ଦୋକାନ ରାତି 12 ଟା ପର୍ଯ୍ୟନ୍ତ ଖୋଲା ହୋଇ ବେପାର ଚାଲିଛି ! ଅବକାରୀ ବିଭାଗର ଜାଣତରେ ଚାଲିଛି କାରବାର ! ବିଳମ୍ବିତ ରାତି ଯାଏଁ ଦୋକାନ ଖୋଲା ରହୁଥିବାରୁ ବଢୁଛି ବିଶୃଙ୍ଖଳା ! ମଦ ପିଇ ମାତାଲ ହୋଇ ଉତ୍ପାତ କରୁଛନ୍ତି ମଦୁଆ ! ବାରମ୍ବାର ଅଭିଯୋଗ ପରେ ବି ବିଭାଗ କିଛି ପଦକ୍ଷେପ ନେଉ ନଥିବାରୁ ଜନସାଧାରଣ ରେ ବଢୁଛି ଅସନ୍ତୋଷ !
ନୟାଗଡରେ ବିଳମ୍ବିତ ରାତି ଯାଏଁ ଖୋଲା ରହୁଛି ମଦ ଦୋକାନ !!!

