ମାନସିକ ସ୍ୱାସ୍ଥ୍ୟ ରୋଗୀ ଚିହ୍ନଟ କରଣ ଓ ଚିକିତ୍ସା ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଲକ ର କାଶୀନଗର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷ ରୁ ମାନସିକ ସ୍ୱାସ୍ଥ୍ୟ ରୋଗୀ ଚିହ୍ନଟ କରଣ ଓ ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଯାଇଛି । ମାନସିକ ବିଶେଷଜ୍ଞ Dr ଅମିତ କୁମାର ମହାନ୍ତି ଉପସ୍ଥିତ ରହି ଚିକିତ୍ସା କରିଥିଲେ। ବ୍ଲକ ର କାଶୀନଗର C H C , ହାଡ଼ୁ ଭାଙ୍ଗି P,H C , ଖ।ଣ୍ଡ ବା P HC, ରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଥିଲା ଏହି କାର୍ଯ୍ୟ କର୍ମରେ ମାନସିକ ରୋଗୀ, ଅପସ୍ମାର ରୋଗୀ, ମାନସିକ ଅନ ଗ୍ର ସର ପିଲାର ଚିକିତ୍ସା ଆତ୍ୟ।ଦ୍ଧିକ ମାଦକ ଦ୍ରବ୍ୟ ନିଶା ସେବନ ବେକ୍ତି ଉପରେ ଗୁରୁତ୍ୱ ଦିଆଯାଇଥିଲା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷ ରୁ ଅନୁଷ୍ଟିତହୋଇଯାଇଛି ଏହି କାର୍ଯ୍ୟ କର୍ମରେ ରୋଗୀ ଚିକିତ୍ସିତ ହୋଇଥିଲେ। ଏହି କାର୍ଯ୍ୟ କର୍ମରେ ଜନସ୍ୱାସ୍ଥ୍ୟ ଅଧିକ।ରଣି ଗୀତ। ରାଣୀ ପାଣିଗ୍ରାହୀ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ରେ ବିଭାଗ ର କର୍ମଚାରୀ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *