ଠିକା କର୍ମଚାରୀଙ୍କ ସମସ୍ୟା ନେଇ TPSODL ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : TPSODL ଅଧୀନରେ କାର୍ଯ୍ୟରତ କିଛି ଠିକା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ TPSODL ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି ! କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି ଯେ , ଦୀର୍ଘ ଦିନ ହେଲା କାମ କରୁଥିବା ବେଳେ ଏକ ନୂତନ ସଂସ୍ଥା କିଛି କର୍ମଚାରିଙ୍କୁ ଛଟେଇ କରିବ। ନେଇ ନିର୍ଦେଶ ଦେଇଛି ! ଯାହା ଫଳରେ ସେମ।ନଙ୍କର ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି , ପରିବାର ଧରି ଚଳିବୁ କିପରି ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *