ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଜେଲ ଗଲେ ପତ୍ନୀ ବିଦ୍ୟା ଭାରତୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଜେଲ ଗଲେ ପତ୍ନୀ ବିଦ୍ୟା ଭାରତୀ ! ଜାମିନ ଆବେଦନ ନାମଞ୍ଜୁର ପରେ ପାରଳାଖେମୁଣ୍ଡି ଉପକାରାଗାର ଗଲେ ବିଦ୍ୟା ଭାରତୀ ! ଆତ୍ମସମର୍ପଣ ପରେ SDJM ରେ ଜାମିନ ଆବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *