ଶ୍ରୀରାମ କମିଟି ତରଫରୁ ଶ୍ରଦ୍ଧାଳୁଙ୍କୁ ସେବା ପ୍ରଦାନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପବିତ୍ର କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ତାଳବସ୍ତ କପିଳେଶ୍ଵର ମନ୍ଦିର ପରିସରରେ ସାମାଜିକ ଅନୁଷ୍ଠାନ ଶ୍ରୀରାମ କମିଟି ତରଫରୁ ଡ଼ଙ୍ଗା ଭସେଇବା ପାଇଁ ଆସିଥିବା ଶତାଧିକ ଭକ୍ତ ମାନଙ୍କୁ ଚାହା,ବିସ୍କୁଟ ବଣ୍ଟନ କରାଯାଇଥିଲା | ଏହାକୁ ରସାନନ୍ଦ ଚାରିଟେବୁଲ ଟ୍ରଷ୍ଟ ସହଯୋଗ କରିଥିଲେ | ସଭାପତି ବିଶ୍ୱ ରଞ୍ଜନ ସ୍ବାଇଁ, ସଭାପତି ସଂଗ୍ରାମ ରାଜ ଉପସ୍ଥିତ ରହି ଭକ୍ତ ମାନଙ୍କୁ ଉତ୍ସାହିତ କରିଥିଲେ |ଉଭୟ ସାମାଜିକ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ନିତୁନ ମହାପାତ୍ର, ରଞ୍ଜନ ସାହୁ, ସୁଧାକର ପାଲ, ସୁଭାଶିଷ ରଣା, ସାନ୍ ଶୁଭ୍ରାଂଶୁ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ |

 

Leave a Reply

Your email address will not be published. Required fields are marked *