କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକ ଅନ୍ତର୍ଗତ ଛୋଟୀ ଦେବୀ ମେଲା ଠାରେ ଶ୍ରୀଳ ଭକ୍ତିବିନୋଦ ଠାକୁରଙ୍କ 183 ତମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ କୁମାର ବଳ , କେନ୍ଦ୍ରାପଡା ର ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ଦାସ , ପ୍ରହଲ୍ଲାଦ ପ୍ରଭୁ, ଅନଶା ପ୍ରଭୁ, ପ୍ରଦାଶ ପ୍ରଭୁ, ଜନକ ପ୍ରଭୁ, ରଘୁ ପ୍ରଭୁଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ପ୍ରମୁଖ ଯୋଗଦାନ କରିଥିଲେ ।
ଶ୍ରୀଳ ଭକ୍ତି ବିନୋଦ ଠାକୁରଙ୍କ 183 ତମ ଉତ୍ସବ ଅନୁଷ୍ଠିତ ।

