ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହରର କୋରିହଁ। ବାଏପାସ ନିକଟବର୍ତ୍ତୀ ବଡ଼ଜୋରା ନିକଟରେ ହୋଣ୍ଡା ର ଏକ ନୂତନ ସୋ – ରୁମ ର ଶୁଭାରମ୍ଭ ହୋଇଯାଇଛି । ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡିଶା ହୋଣ୍ଡା ର ସେଲସ ହେଡ଼ ଅଜିତ ପଣ୍ଡା, ବ୍ୟାଙ୍କ ଅଫ ବରୋଦା ଢେଙ୍କାନାଳ ଶାଖାର ମୁଖ୍ୟ ସଂଗ୍ରାମ ବେହେରା ଏବଂ ସୋ – ରୁମ ର ମାଲିକ ମନୋଜ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।
ଢେଙ୍କାନାଳ ରେ ହୋଣ୍ଡା ର ନୂତନ ସୋ-ରୁମ ଶୁଭାରମ୍ଭ !!!

