ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ସତ . ଜନ୍ମ ନେଲା ଦୁଇଟି ମୁଣ୍ଡ ଥିବା ବାଛୁରୀ . ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ଶିଳ୍ପୀ ଗ୍ରାମ କରଡ଼ଗାଡ଼ିଆ ଗ୍ରାମର ଅକ୍ରୁର ପ୍ରଧାନଙ୍କ ଏକ ଗାଈ ଦୁଇ ମୁଣ୍ଡିଆ ବାଛୁରୀ ଜନ୍ମ କରିଛି । ଏହି ବାଛୁରୀକୁ ଦେଖିବା ପାଇଁ ବହୁ ଲୋକ ଭିଡ଼ ଜମାଇଛନ୍ତି ।
ଅବିଶ୍ୱସନୀୟ : ଦୁଇ ମୁଣ୍ଡ ଥିବା ବାଛୁରୀ ଜନ୍ମ !!!

