Home2022May3ପବିତ୍ର ଇଦ ରେ ସମୂହ ନମାଜପାଠ !!! ପବିତ୍ର ଇଦ ରେ ସମୂହ ନମାଜପାଠ !!! May 3, 2022May 3, 2022byAwaj Media Spread the loveଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପବିତ୍ର ଇଦ ପାଳନ ଅବସରରେ ମସଜିଦ ରେ ସମୂହ ନମାଜପାଠ ଆୟୋଜିତ ହୋଇଯାଇଛି . ଯାଜପୁର ଜିଲ୍ଲା ବିଂଝାରପୁର ରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ମସଜିଦ ରେ ପହଞ୍ଚି ନମାଜ ପାଠ କରିଥିଲେ .
ବଡ଼ମ୍ବା – ରତାପାଟ ଠାରେ କବାଡ଼ି ପ୍ରତିଯୋଗିତା !!! Spread the loveSpread the loveବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ରତାପାଟ ଠାରେ ଅନୁଷ୍ଠିତ ହୋଇଯାଇଛି କବାଡ଼ି…
ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ !!! Spread the loveSpread the loveରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଗୋବିନ୍ଦ…
ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ୬୬ ତମ ଶ୍ରାଦ୍ଧ ବାର୍ଷିକୀ , ଗୋଦାବରୀଶ ମହାବିଦ୍ୟାଳୟ ର ୬୦ ତମ ପ୍ରତିଷ୍ଠା ଦିବସ ପାଳିତ !!! Spread the loveSpread the loveବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ୬୬ତମ ଶ୍ରାଦ୍ଧ ବାର୍ଷିକୀ…