ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ !!!

Spread the love

ଭୁବନେଶ୍ୱର ବ୍ୟୁରୋ ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ କ୍ରିଷ୍ଣାଞ୍ଜଳୀ ସାହୁ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି . ସେଣ୍ଟର ଫର ଏନଭାଇରନମେଣ୍ଟ ଷ୍ଟଡିସ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଶୀର୍ଷକ ଥିଲା ” ପ୍ଲାଷ୍ଟିକ ର ବିକଳ୍ପ ବ୍ୟବହାର ” . ବିଶ୍ବ ପରିବେଶ ଦିବସ ଅବସରରେ ଖୋର୍ଦ୍ଧା ତରତୁଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଖୋର୍ଦ୍ଧା , ଉପ ଜିଲ୍ଲାପାଳ ଏବଂ ଡ଼ିଏଫଓ ପ୍ରମୂଖ ଅତିଥି ଭାବରେ ଯୋଗଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ .

Leave a Reply

Your email address will not be published. Required fields are marked *