ବଡ ମେଡ଼ିକାଲରେ ଚାକିରୀ କରାଇ ଦେବା ପାଇଁ ଚାଲିଛି ଡିଲ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ନେଇ ମାମଲା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ , ଓଡ଼ିଶାର ବିଶ୍ବ ସ୍ତରୀୟ ହେବାକୁ ଥିବା କଟକ ବଡ ମେଡ଼ିକାଲରେ ଚାକିରୀ କରାଇଦେବା ପାଇଁ ଚାଲିଛି ଡ଼ିଲ . ମେଡ଼ିକାଲ ପରିସରରେ କର୍ମଚାରୀ ଲୋକଙ୍କ ଠାରୁ ନେଉଛନ୍ତି ଟଙ୍କା ଓ ବାୟୋଡାଟା . ଯାହାର ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି !! ଚାକିରୀ ନାମରେ ଅନେକ ଲୋକଙ୍କୁ ଲୁଟୁଛନ୍ତି ଏହିଭଳି ଦଲାଲ ମାନେ !! ତେବେ ସ୍ଥାନୀୟ କିଛି ସାମାଜିକ କର୍ମୀ କହିଛନ୍ତି – ଏହା କେବଳ ଗୋଟେ ନମୁନା, ତଦନ୍ତ କଲେ ଏଭଳି ବହୁ ବଡ ଘଟଣା ଲୋକଲୋଚନକୁ ଆସି ପାରିବ !!!

Leave a Reply

Your email address will not be published. Required fields are marked *