ବାଣପୁର ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଧକ୍କାରେ ଗୋ-ମାତାର ମୃତ୍ୟୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ପେଟ୍ରୋଲ ପମ୍ପ ନିକଟରେ ଏକ ବାଇକ୍ ଧକ୍କାରେ ଗୋ-ମାତା ର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗତକାଲି ରାତିରେ ବାଣପୁର ବଡ଼ ହନ୍ତୁଆଡ ଗ୍ରାମର ଦୁଇଜଣ ଯୁବକ ରାସ୍ତାରେ ଯାଉଥିବା ସମୟରେ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ପାଶ୍ଵରେ ଛିଡା ହୋଇଥିବା ଏକ ଗୋ ମାତା କୁ ଧକ୍କା ଦେଇଥିଲେ . ଘଟଣାସ୍ଥଳରେ ଗୋ ମାତା ଟି ଗୁରୁତର ଆହତ ହୋଇ ପଡ଼ିଥିଲା । ଗୋ ମାତା କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଦୁଇଜଣ ଯୁବକ ପଳେଇ ଯାଇଥିଲେ । ଗୁରୁତର ଆହତ ହୋଇ ପଢିଥିବା ଗୋ ମାତା କୁ ସ୍ଥାନୀୟ କିଛି ଯୁବକ ଚିକିତ୍ସା କରୁଥିବା ସମୟରେ ଗାଈ ଟିର ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *