ସୁକିନ୍ଦା ଅଞ୍ଚଳରେ ମହାଆଡ଼ମ୍ବରରେ ଗଣେଶ ପୂଜା ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳରେ ମହାଆଡ଼ମ୍ବରରେ ଶ୍ରୀଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି ! କରୋନା କଟକଣା କୋହଳ ହେବା ପରେ ସୁକିନ୍ଦା ଅଞ୍ଚଳର ମଧୁବୈଶ୍ୟ ସମାଜ ପକ୍ଷରୁ ସୁକିନ୍ଦା ଜଗନ୍ନାଥ ମନ୍ଦିରରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିବା ବେଳେ, ସୁକିନ୍ଦା ବାରିକ ସାହିରେ ରାମଲୀଳା ଯୁବକ ସଂଘ ପକ୍ଷରୁ ରାମଲୀଳା ଯୁବକ ସଂଘ କ୍ଳବ ଘରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି ! ସୁକିନ୍ଦା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ଯୁବକ ସଙ୍ଗଠନ ପକ୍ଷରୁ ଆଜି ମହାଆଡ଼ମ୍ବରରେ ଗଜାନନଙ୍କ ପୂଜା ଜାରି ରହିଥିବା ଦେଖିବାକୁ ମିଳିଛି !

Leave a Reply

Your email address will not be published. Required fields are marked *