Home2021February11ପାଥପୁର ପାଣ୍ଡବ ବଖରା ଜଙ୍ଗଲରେ ନିଆଁ ପାଥପୁର ପାଣ୍ଡବ ବଖରା ଜଙ୍ଗଲରେ ନିଆଁ February 11, 2021February 11, 2021byAwaj Media Spread the love ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପଖଣ୍ଡ ପାଥପୁର ପାଣ୍ଡବ ବଖରା ଜଙ୍ଗଲରେ ଆକସ୍ମିକ ନିଆଁ ଲାଗିଥିବାର ସୂଚନା ମିଳିଛି . ଜଙ୍ଗଲ ନିଆଁ ସମ୍ପର୍କରେ ଖବର ପାଇ ଡମପଡା ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି .
କରୋନା ଏବଂ ଓମିକ୍ରନ୍ ଭୂତାଣୁ ସଂକ୍ରମଣ ସମ୍ବନ୍ଧରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ !!! Spread the loveSpread the loveକନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦେଶରେ ପୁଣି କାୟା ମେଲେଇଲାଣି କରୋନାର ତୃତୀୟ ଲହର ।…
ବାଲୁଗାଁ ସୁବୁଦ୍ଧି ପାଟଣା ରେଲୱେ ଗେଟ ନିକଟରେ ଅବକାରୀ ଚଢ଼ାଉ : ବିପୁଳ ପରିମାଣର ଦେଶୀ ମଦ ଜବତ – ତିନି ଗିରଫ !!! Spread the loveSpread the loveବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ, ବାଣପୁର, ଚିଲିକା ଅଞ୍ଚଳରେ ଚୋରା…
ଦ୍ୱାରକାଧିଶ ଓ ସପ୍ତଋଷି ବିଗ୍ରହ ପ୍ରତିଷ୍ଠା !!! Spread the loveSpread the loveପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ମଏଁଷା ଗ୍ରାମ…