ବୟାଳିଶ ମୋୖଜା ବିଜେପି ମଣ୍ଡଳର ଶ୍ରଦ୍ଧାଞ୍ଜଳୀ ସଭା ।

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସହର ଉପକଣ୍ଠ ବୟାଳିଶ ମୋୖଜା ବିଜେପି ମଣ୍ଡଳ ପକ୍ଷରୁ ସଦର ବ୍ଲକ ଠାକୁରସାହି ବରାଳ ଶ୍ରୀ ଶ୍ରୀ ନୀଳକଣ୍ଠ ନାଥ ମନ୍ଦିର ନିକଟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଯାଇଛି . ବିଜେପିର ସାଧାରଣ ସମ୍ପାଦକ ସ୍ୱର୍ଗତ ଅଶୋକ ପ୍ରଧାନ ଓ ଯୁବ ସମାଜସେବୀ ସ୍ୱର୍ଗତ ଅମୀୟ ପ୍ରଧାନଙ୍କୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳୀ ଦେବା ସହ ଓ ସମୂହ ଶୋକ ପାଳନ କରାଯାଇଛି । ଏହି ଶୋକସଭାରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ, ହୃଷିକେଶ ଜେନା, ଗୋକୁଳ ପ୍ରଧାନ, ଦୀପକ ଆଚାର୍ଯ୍ୟ, ରଶ୍ମି ରାଉଳ, ପ୍ରାଣକୃଷ୍ଣ ରାୟ, ସରୋଜ ସାସମଲ, ମହେଶ୍ୱର ପତି, ସନ୍ତୋଷ ସ୍ୱାଇଁ, ଅଲେଖ ଦାସ, ଜୟନ୍ତ ମାଝୀ, ସବିତା ଦାସ, ଇଂ.ଅଶୋକ ବିଶ୍ଵାଳ, କୃଷ୍ଣଚନ୍ଦ୍ର ମଲ୍ଲିକ, ଦେବଦତ୍ତ ତ୍ରିପାଠୀ, ଉମାକାନ୍ତ ମହାପାତ୍ର, ନିରଂଜନ ଭୋଇ, ପୀୟୂଷ ପରିଡ଼ା ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *