ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭିନ୍ନ ରୂପରେ ରବି ନାରାୟଣ ।। ସବୁବେଳେ ଭିନ୍ନ କାମ ପାଇଁ ପରିଚିତ ରବିନାରାୟଣ ପଟ୍ଟନାୟକ ଙ୍କୁ ବର୍ତ୍ତମାନ ତାଙ୍କ ଲେଖା ପାଇଁ ସବୁ ଆଡ଼ୁ ପ୍ରଶଂସା ମିଳିଛି । ଓଡ଼ିଶାର ଏକ ଅଗ୍ରଣୀ ଦୈନିକ ଖବର କାଗଜରେ ପ୍ରକାଶିତ ତାଙ୍କ ଦ୍ଵାରା ଲେଖା ପ୍ରକାଶ ପାଇଛି । ଭାଇ ଭଉଣୀଙ୍କ ସମ୍ପର୍କ ଉପରେ ଏହି ଲେଖାଟି ପ୍ରକାଶ ପାଇଛି। ବର୍ତ୍ତମାନ ସମୟରେ ଯୋଉଠି ସଂପର୍କ ମୂଲ୍ୟ କମିଯାଉଛି ସେଇ ସମୟରେ ଏହିପରି ଲେଖାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।
ଲେଖନୀ ମୂନରେ ଭାଇ ଭଉଣୀ ସମ୍ପର୍କର ଭିନ୍ନ ପରିଭାଷା !!!

