ଆମର ସେଟିଙ୍ଗ ହେଇଛି – କାମ ହେଇଯିବ ! ତମେ ମିଡ଼ିଆ ଵାଲା ତମ ବାଟରେ ଯା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଲୋୟର ପିଏମଜି କୁ ଧାରଣା ଦେବାକୁ ଆସୁଥିବା ସମସ୍ତ ସଂଗଠନ ଆଗ ଯାହାକୁ ଖୋଜନ୍ତି , ସେ ହେଲା ଗଣମାଧ୍ୟମ ! ହେଲେ ଦାବୀ ପୂରଣ ପାଇଁ ଧାରଣା ଦେଇଥିବା ଜଳସାଥୀ ସଂଗଠନର ନେତ୍ରୀ କହିଥିଲେ ଏପରି କଥା – ଆମର ସେଟିଙ୍ଗ ହେଇଛି – କାମ ହେଇଯିବ ! ତମେ ମିଡ଼ିଆ ଵାଲା ତମ ବାଟରେ ଯା !

Leave a Reply

Your email address will not be published. Required fields are marked *