ରାସ୍ତାରେ ଫାଟିଗଲା ଟାୟାର : ଘଟିଲା ଦୁର୍ଘଟଣା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବାଲେଶ୍ୱରରୁ ଭୁବନେଶ୍ବର ରାସ୍ତାରେ ଘଟିଲା ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଯାତ୍ରୀ, ସୂଚନା ଅନୁସାରେ ଆଜି ସକାଳୁ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ସମୟରେ କଟକ ଶିଖରପୁର ନିକଟରେ  ଯାତ୍ରୀବାହୀ ବସ ‘ ରାମଜି ‘ ର ସମ୍ମୁଖରେ ଥିବା ଡାହାଣ ପଟ ଟାୟାର ଫାଟି ଯାଇଥିଲା । ଯାହା ଫଳରେ ଗାଡି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା । ଏହି ଦୁର୍ଘଟଣାରେ ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ ବୋଲି ବସ ଡ୍ରାଇଭର ସନ୍ତୋଷ ମଲ୍ଲିକ ସୂଚନା ଦେଇଛନ୍ତି !

Leave a Reply

Your email address will not be published. Required fields are marked *