ଷୋହଳ ପ୍ରହରୀ ନାମଯଜ୍ଞ ଅବସରରେ କଳସ ଯାତ୍ରା ଆୟୋଜିତ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଷୋହଳ ପ୍ରହରୀ ନାମଯଜ୍ଞ ଅବସରରେ କଳସ ଯାତ୍ରା ଆୟୋଜିତ ! ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ଅନ୍ତର୍ଗତ କଟlବହାଲ ଗ୍ରାମପଞ୍ଚାୟତ ର ଗି୍ଧମାଳ ଗ୍ରାମ ରେ ଷୋହଳ ପ୍ରହରୀ ନାମଯଜ୍ଞ ସକାଶେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ! ଏତେ ତାପମାତ୍ରା ସତ୍ୱେ ମଧ୍ୟ ଗ୍ରାମ ର ମହିଳା ଭକ୍ତ ମାନେ ଗ୍ରାମ ପୁଷ୍କରିଣୀ ରୁ ଜଳ ଆଣି ନlମଯଜ୍ଞ ହେଉଥିବା ମଣ୍ଡଳୀ ସ୍ଥାନ ରେ ସ୍ଥାପନ କରିଥିଲେ ! ନlମଯଜ୍ଞ କମିଟି ସଦସ୍ୟ ମାନେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଛତ୍ର ଏବଂ ଜଳଛତ୍ର ଆୟୋଜନ କରିଥିଲେ ! କାର୍ଯ୍ୟକ୍ରମ ରେ ବିରେନ ପ୍ରଧାନ, ଗୋକୁଳ ସାହୁ, ମୋତି ୟାଦବ ଓ ନାମଯଜ୍ଞ କମିଟି ର ସଦସ୍ୟ ଏବଂ ଗ୍ରାମ ବାସି ମାନେ ସହଯୋଗ କରିଥିଲେ !

 

 

 

 

Leave a Reply

Your email address will not be published. Required fields are marked *