ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଆ ଅସ୍ମିତା କୁ ଗୋଇଠା ମାରିଥିବା ଅନୀଲ ଅଗ୍ରୱାଲା ଙ୍କୁ ଗିରଫ କରିବାକୁ ଆରକ୍ଷୀ ମହାନିର୍ଦ୍ଦେଶକ ଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ଅନୁରୋଧ ! ସରକାରର ସମସ୍ତ ଜନହିତକାରୀ ନିଷ୍ପତ୍ତି ଓ କାର୍ଯ୍ୟକ୍ରମକୁ ସ୍ଵାଗତ ଓ ଯଥାସାଧ୍ୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଲେ ଦେବୀ ପ୍ରସାଦ ପୃଷ୍ଟି ।

