ନୂଆଗାଁ ଗ୍ରାମପଚାଂୟତ ଖଜୁରୀପଦା ରେ ବୈଦେଶ୍ଵର ପୁଲିସ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବୈଦେଶ୍ଵର ପୁଲିସ ପକ୍ଷରୁ ନୂଆଗାଁ ଗ୍ରାମପଚାଂୟତ ଖଜୁରୀପଦା ରେ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ବୈଦେଶ୍ଵର ଥାନା ଆଇଆଇସି ଦୁର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥାନାର ଅନ୍ୟ କର୍ମଚାରୀ , ନୂଆଗାଁ ସରପଞ୍ଚ ମମତା ମହାପାତ୍ର ଉପସ୍ଥିତ ରହି ଶିବିର ଆୟୋଜନ ସମ୍ପର୍କରେ ଆଲୋକପାତ କରିଥିଲେ ! ଗ୍ରାମର ମା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ରହି କାର୍ଯ୍ୟକ୍ରମରେ ସମାଜସେବୀ ଯୋଗେଶ ସ୍ୱାଇଁ , ସମିତି ସଭ୍ୟ ବିଦ୍ଧିତ୍ୟ ସିଂହ , ବରିଷ୍ଠ ନାଗରିକ ଧଡିବନ୍ଧୁ ହାତୀ , ବିଘ୍ନ ସିଂହ , ଯୁବ ସାମାଜିକ କର୍ମୀ ସୁବ୍ରତ କୁମାର ପ୍ରଧାନ , ତୃପ୍ତି ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ !

Leave a Reply

Your email address will not be published. Required fields are marked *