ପ୍ରଧାନମନ୍ତ୍ରୀ ଙ୍କ ବାର୍ତା କୁ ନେଇ କୋରାପୁଟ ସ୍ବଦେଶୀ ଜାଗରଣ ମଞ୍ଚ ର ସାମ୍ବାଦିଜ ସମ୍ମିଳନୀ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପ୍ରଧାନମନ୍ତ୍ରୀ ଙ୍କ ବାର୍ତା କୁ ନେଇ କୋରାପୁଟ ସ୍ବଦେଶୀ ଜାଗରଣ ମଞ୍ଚ ର ସାମ୍ବାଦିଜ ସମ୍ମିଳନୀ l ସ୍ଥାନୀୟ ଅତିଥି ଭବନ ଠାରେ କୋରାପୁଟ ସ୍ବଦେଶୀ ଜାଗରଣ ମଞ୍ଚ ଆଜି ରାଜ୍ୟ ସଂଯୋଜକ ମନୋରଞ୍ଜନ ରାଉତରାୟ ଙ୍କ ଅଧ୍ୟକ୍ଷତା ରେ ଗତ ଦଶ ତାରିଖ ଦିନ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଉର୍ଜ୍ଜ୍ୟା ଶକ୍ତି ସଂଚୟ ଉପରେ ଯେଉଁ ବାର୍ତା ଦେଶ ବାସୀ ଙ୍କୁ ପ୍ରଦାନ କରିଥିଲେ ତାକୁ ସମର୍ଥନ କରିବା ସହ ଜିଲ୍ଲା ବାସୀ ଙ୍କୁ ସୁନା ନ କିଣିବା , ବିଦେଶ ଗସ୍ତ ନ କରିବା , ଜାଳେଣି କ୍ଷେତ୍ରରେ ଗ୍ୟାସ ର ବ୍ୟବହାର କୁ କମ କରିବା , ପେଟ୍ରୋଲ ଓ ଡିଜେଲ ର ବ୍ୟବହାର ଉପରେ ଅଙ୍କୁଶ ଲଗାଇବା , ମଟର ଯାନ କୁ ଆବଶ୍ୟକ ନ ପଡିଲେ ବହୁଳ ମାତ୍ରା ରେ ବ୍ୟବହାର ନ କରିବା , କୃଷି କୁ ପ୍ରାଧ୍ୟାନ୍ୟ ଦେବା ଏପରିକି ଆତ୍ମନିର୍ଭରଶିଳ ରାଷ୍ଟ୍ର ଗଠନ ରେ ଭାରତକୁ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ଯେଉଁ ଗୁରୁତ୍ୱ ଦେଇଛନ୍ତି ତାକୁ ସମର୍ଥନ କରିବା ସହ ଗ୍ରାମାଞ୍ଚଳ ରେ ଏକ ସଚେତନl ମୂଳକ ବାର୍ତା ପ୍ରଦାନ କରିବାକୁ ମଞ୍ଚ ଉଦ୍ୟମ କରିବ ବୋଲି ସଂଯୋଜକ କହିଛନ୍ତି ! ଆଜିର ଏହି ସାମ୍ବାଦିଜ ସମ୍ମିଳନୀରେ ମଞ୍ଚ ର ଅନ୍ୟ ବରିଷ୍ଠ କର୍ମକର୍ତl ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *