ମାଲକାନଗିରି ରେ ଅଂଶୁଘାତ ରେ ମୃତ୍ୟୁ ଅଭିଯୋଗ !!!

Spread the love

ମାଲକାନଗିରି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମାଲକାନଗିରି ରେ ଅଂଶୁଘାତ ରେ ମୃତ୍ୟୁ ଅଭିଯୋଗ l ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ବ୍ଲକ ର ବନ କର୍ମଚାରୀ ଗୌରାଙ୍ଗ ପୂଜାରୀ ପେଟ୍ରୋଲିଙ୍ଗ ରେ ଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇ ରାସ୍ତାରେ ପଡି ଯାଇଥିଲେ ! ତାଙ୍କୁ ସଙ୍ଗେ ସଙ୍ଗେ ମାଥିଲି ମେଡିକାଲ ଓ ପରେ ମାଲକାନଗିରି ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ସୂଚନା ଯୋଗ୍ୟ ଗୌରାଙ୍ଗ ମାଥିଲି ବନ୍ୟାଞ୍ଚଳ ରେ ଫରେଷ୍ଟ ଗାର୍ଡ ଭାବେ କାଯ୍ୟରତ ଥିଲେ l

Leave a Reply

Your email address will not be published. Required fields are marked *