ପ୍ରକାଶ ପାଇଲା ରମାଦେବୀ ମହିଳା ବିଶ୍ୱଦ୍ୟାଳୟ ପରୀକ୍ଷା ଫଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରକାଶ ପାଇଲା ରମାଦେବୀ ମହିଳା ବିଶ୍ୱଦ୍ୟାଳୟ ପରୀକ୍ଷା ଫଳ ! ସ୍ନାତକୋତ୍ତର ହିନ୍ଦୀ ବିଭାଗ ର ବନ୍ଦନା ପାତ୍ର ୮.୯୩ CGPA ରଖି ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗରେ ଟପ କରିଛନ୍ତି । ସେ ୨୦୦୦ ମାର୍କ ରୁ ୧୭୮୩ ମାର୍କ ରଖିଛନ୍ତି । ବିଶ୍ୱବିଦ୍ୟାଳୟର କୁଳପତି ପ୍ର . ଜ୍ୟୋସ୍ନା କେ. ବି ରାଉତ , ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ପ୍ର. ଚଣ୍ଡୀ ଚରଣ ରଥ, ପରୀକ୍ଷା ନିୟନ୍ତ୍ରକ ଅନିତା ମେକାପ କୃତୀ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ! ତତ୍ ସହିତ ବାବା ମମି ଭାଇ ଶୁଭେଛା ଜଣାଇଛନ୍ତି । ଗ୍ରାମରେ ଖୁସିର ଲହରୀ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *