ଅବଦୁଲ ରେହେମାନ୍ ନିର୍ଦ୍ଦୋଷରେ ଖଲାସ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳ ପଶ୍ଚିମକଛ ରୁ ୨୦୧୬ ମସିହାରେ ଅତାଙ୍କବାଦ୍ ଲିଙ୍କ ରେ ଗିରଫ ହୋଇଥିବା ଅବଦୁଲ ରେହେମାନ୍ ଆଜି ନିର୍ଦ୍ଦୋଷରେ ଖଲାସ । କଟକ ଜିଲ୍ଲା ଦୌରାଜଜ୍ ଆଜି ପ୍ରମାଣ ଅଭାବରୁ ରେହେମାନ କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Leave a Reply

Your email address will not be published. Required fields are marked *